ଜୁନ୍‌ ୧୭ରୁ ୪୦ ଦିନିଆ ସଂସଦ ଅଧିବେଶନ

ସଂସଦର ପ୍ରଥମ ଅଧିବେଶନ ଜୁନ୍‌ ୧୭ ତାରିଖରୁ ଅନୁଷ୍ଠିତ ହେବ। ଏନେଇ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ଏହି ଅଧିବେଶନ ୪୦ ଦିନ ଧରି ଚାଲିବ। ଜୁଲାଇ ୨୬ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସେ … Read More