ଏଣିକି ସରକାରଙ୍କ ‘ରୂପାନ୍ତର ପ୍ରକ୍ରିୟା’ ସମ୍ଭାଳିବେ ଭିକେ ପାଣ୍ଡିଆନ୍
ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଅଧିକ କ୍ଷମତାପନ୍ନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ରେ ରହିବା ସହ ତାଙ୍କୁ ବର୍ତ୍ତମାନ ସରକାରରେ ଶାସନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା (ଟ୍ରାନ୍ସପରେନ୍ସୀ), କୌଶଳ ( ଟେକ୍ନୋଲୋଜି), … Read More