ଚୀନ୍‌କୁ ପାକିସ୍ତାନ ସମର୍ଥନ ପ୍ରସଙ୍ଗରେ ବିଦେଶ ବିଭାଗ ଓ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ମଧ୍ୟରେ ମତଭେଦ

ଚୀନ୍‌କୁ ସମର୍ଥନ କରିବା କ୍ଷତିକାରକ ହେବ ବୋଲି ପାକିସ୍ତାନ ବୈଦେଶିକ ବିଭାଗ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ପରାମର୍ଶ ଦେଇଛନ୍ତି ।  ବୈଦେଶିକ ବିଭାଗ କହିଛି- ବିଶ୍ୱ ଅର୍ଥନୈତିକ ଶକ୍ତି ସହିତ ଚୀନ୍‌କୁ ପୃଥକ କରିବା ପାଇଁ ଚୀନ୍ ନୀତିର ସମୀକ୍ଷା ଆବଶ୍ୟକ ।  … Read More