ପାକିସ୍ତାନର ଟଙ୍କାରେ ବ୍ରିଟିଶ ଲେବର ପାର୍ଟିର ସାଂସଦଙ୍କର ଭାରତ ବିରୋଧି ପଦକ୍ଷେପ
ଲେବର ପାର୍ଟିର ସାଂସଦ ଡେବି ଆବ୍ରହାମ୍ସଙ୍କ ବିଷୟରେ ମନେ ଅଛି ନା ନାହି ? ହଁ, ଡେବି, ଯିଏ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲେ ଏବଂ ତା’ପରେ ଭାରତ ତାଙ୍କ ଭିସା ବାତିଲ କରିଦେଇଥିଲା ? … Read More