ଭାରତୀୟ ସ୍ୱତନ୍ତ୍ର ବିମାନ ସେବାକୁ ପାକିସ୍ତାନର ପ୍ରଶଂସା: ଏଟିସି କହିଲେ ଆମେ ତୁମ ପାଇଁ ଗର୍ବିତ
ଭୁବନେଶ୍ୱର, (ଓଟି): କିଛିମାସ ତଳେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡରଙ୍କୁ ଅଟକ ରଖି ଆନ୍ତର୍ଜାତୀୟ ସମାଲୋଚନାର ପାତ୍ର ହୋଇଥିବା ପାକିସ୍ତାନ ପକ୍ଷରୁ ଏବେ ଭାରତୀୟ ପାଇଲଟ୍ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି । ଖାଲି ସେତିକି ନୁହେଁ “ଉଇ ଆର୍ ପ୍ରାଉଡ୍ ଅଫ୍ … Read More