କୃଷକଙ୍କ ପାଇଁ ୩୦ ହଜାର କୋଟି ଓ ବୁଲାବିକାଳିଙ୍କ ପାଇଁ ୫ହଜାର କୋଟିର ପ୍ୟାକେଜ୍
ଦେଶର ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ୨୦ଲକ୍ଷ କୋଟି ପ୍ୟାକେଜର ଦ୍ୱିତୀୟ କିସ୍ତି ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅନେକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଧ ଉପଯୋଗର ଲାଭ ଏବଂ କୃଷି ଋଣ ଉପରେ … Read More