ଓପିଜିସିରେ କର୍ମଚାରୀ ଅନ୍ତର୍ଦ୍ୱନ୍ଦ୍ୱ, ସରକାରଙ୍କ ନିଷ୍ପତ୍ତିରେ ଅମାନିଆ ମୁଷ୍ଟିମେୟ କର୍ମଚାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ବା ଓପିଜିସିରେ ପୁଣିଥରେ ତେଜିଛି ଗୋଷ୍ଠୀ କନ୍ଦଳ। ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ସରକାର ଚିହ୍ନି ପ୍ଲାଣ୍ଟର ପରିଚାଳନା ଦାୟିତ୍ୱ ଦେଇଛନ୍ତି ତାଙ୍କୁ ବଦ୍‌ନାମ କରିବା ଲାଗି ଲାଗି ପଡ଼ିଛନ୍ତି ପକିଛି … Read More