ନୂଆ #corona ସଂକ୍ରମିତଙ୍କ ବାବଦରେ ପ୍ରାଥମିକ ତଥ୍ୟ ଦେଲେ ସରକାର, ସଂକ୍ରମଣ ବାବଦରେ ସୂଚନା ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଜି ସକାଳେ ବାଲେଶ୍ଵରରେ ୫ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ସେମାନଙ୍କ ବାବଦରେ ପ୍ରାଥମିକ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଚିହ୍ନିତ ପଜିଟିଭ୍ଙ୍କ ମଧ୍ୟରେ ୨ଜଣ … Read More