#OdishaFightsCorona ସରପଞ୍ଚ ନେଲେ ଶପଥ: ବହିରାଗତଙ୍କୁ ଗାଁ ମନା, ୧୪ ଦିନ ଏକାନ୍ତବାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ କରିବା ସହ ସେମାନଙ୍କୁ ଜଣେ ଜଣେ ପ୍ରତିଶୃତିସମ୍ପନ୍ନ ଯୋଦ୍ଧା ଭାବେ କାର୍ଯ୍ୟ କରିବା ଲାଗି ଶପଥପାଠ କରାଇଛନ୍ତି। ଏହିକ୍ରମରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ … Read More

#OdishaFightsCorona: ଖବରକାଗଜ ଅଫିସ୍‌ରେ କରୋନା ଆତଙ୍କ

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଏକ ଖବରକାଗଜ ଅଫିସରେ କରୋନା ସଂକ୍ରମଣ ଭୟ ଖେଳିଛି। ନିକଟରେ ଭୁବନେଶ୍ଵର ୟୁନିଟ୍‌-୪ ଅଞ୍ଚଳରୁ ଜଣେ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏହି ଆଶଙ୍କା ଜୋରଦାର ହୋଇଛି। କାରଣ ହେଲା ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଏହି … Read More

#OdishaFightsCorona: ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ, ୨ ଦିନ ତଳେ ଆସିଥିଲେ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ସେ ଜଣେ ୭୨ ବର୍ଷୀୟ ପୁରୁଷ। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ଛାତି ଯନ୍ତ୍ରଣା ହେତୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁଇଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ … Read More