ଜରୁରୀ ସମୟରେ ଓ୍ବେବ୍ମିଡିଆ ଭରସା, ସରକାର କରୁଛନ୍ତି ଅବହେଳା, ନିୟମ ଉଲ୍ଲଙ୍ଘନ
କୋଭିଡ୍-୧୯ କରୋନା ପ୍ରଭାବରେ ଦେଶର ବଳିଷ୍ଠ ମିଡିଆସବୁ ଲୋକଙ୍କ ପାଖରେ ନିଜର ପାରମ୍ପରିକ ମାଧ୍ୟମ ଦ୍ଵାରା ପହଞ୍ଚିବାରେ ଅସମର୍ଥ। କେଉଁଠି ବଣ୍ଟନ ନେଟ୍ୱର୍କ ବିପର୍ଯ୍ୟସ୍ତ ହୋଇଛି ତ କେଉଁଠି ପାଠକ ଏହି ମାଧ୍ୟମମାନଙ୍କ ପାଖରେ ପହଞ୍ଚିବାକୁ ଭୟ କରୁଛି। ଜନସମାଗମ ହେଉଥିବା … Read More