ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ଗଡିଲା, ୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଟାଇମ୍):  ରାଜ୍ୟରେ ଆଉ ୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More

କଂଗ୍ରେସ କଥା ସରକାର ଶୁଣୁ ନାହାନ୍ତି, ଏହା ରାଜନୀତି ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ କାଟୁ କରୁନି କଂଗ୍ରେସ ମନ୍ତ୍ର। କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅନ୍ୟ ଦୁଇଦଳ ଯେମିତି ହାତ ମିଳାଇଛନ୍ତି ସେଥିରେ କଂଗ୍ରେସ ଛଟପଟ ହେଉଛି। ଏପରିକି କଂଗ୍ରେସ ପଇସା ଧରି ବୁଲିଲେ ମଧ୍ୟ ସହାୟତା କରିବାକୁ … Read More

ତାମିଲନାଡ଼ୁରେ ଏକ ଲକ୍ଷ ୩୦ ହଜାର ଓଡ଼ିଆ ଶ୍ରମିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ତାମିଲ୍‌ନାଡ଼ୁରେ ଓଡ଼ିଶାର ପ୍ରାୟ ୧ଲକ୍ଷ ୩୦ ହଜାର ଶ୍ରମିକ କରୋନା ହେତୁ ଫଶିଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଚେଷ୍ଟା ଚାଲିଛି।  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ ତାମିଲ୍‌ନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀ ଏ ବିଷୟରେ … Read More

#corona ପ୍ରଭାବ: ଜୁନ୍‌ ୧୭ ପରେ ପରୀକ୍ଷା ଚିନ୍ତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏ ବର୍ଷର ଶିକ୍ଷାବର୍ଷ କେଉଁ ମାସରେ ଆରମ୍ଭ ହେବ? ପରୀକ୍ଷା କେବେ ହେବ? ଦେଇଥିବା ପରୀକ୍ଷାର ଫଳାଫଳ କେବେ ବାହାରିବ? ଏସବୁ ପ୍ରଶ୍ନର ଉତ୍ତର ଏବେ ଖୋଦ୍‌ ସରକାରଙ୍କ ପାଖରେ ବି ନାହିଁ। ମହାମାରୀ କରୋନା ମାଡ଼ରେ … Read More

ଅନ୍ଧ ଦେଶରେ ଦର୍ପଣ ବିକା; କେନ୍ଦ୍ରାପଡ଼ାରେ କୋଭିଡ୍‌ ମୁକାବିଲା ପ୍ରସ୍ତୁତିର ବିଭ୍ରାନ୍ତକର ଦୃଶ୍ୟ

କେନ୍ଦ୍ରାପଡ଼ା, (ପ୍ରଦୀପକୁମାର ଜେନା): ଅନ୍ଧ ରାଇଜରେ ଦର୍ପଣ ବିକିଲା ପରି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କରୋନା ଭୁତାଣୁ ରୋଗ ( କୋଭିଡ୍‌) ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଏହାକୁ ଜରୁରୀକାଳୀନ ପରିସ୍ଥିତି ବୋଲି … Read More

#OdishaFightsCorona: ରାଜ୍ୟ ସ୍ଵାସ୍ଥ୍ୟବିଭାଗ ଜାରିକଲା କରୋନା ଚିତ୍ର, ଜାଣନ୍ତୁ କେଉଁଠି କେତେଜଣ

ଭୁବନେଶ୍ଵର, (ଓଟି): ଓଡ଼ିଶାର କେଉଁ ଅଞ୍ଚଳରେ କେତେ କରୋନା ରୋଗୀ ରହିଛନଦ୍ତି ତାହାର ଏକ ଚିତ୍ର ଦେଇଛି ରଜ୍ୟ ସ୍ଵାସ୍ଥ୍ୟ ବିଭାଗ। ପୁଣି ଟ୍ବିଟର ଦ୍ଵାରା ଜଣାଇଛନ୍ତି ଯେ, ଯଦି କୌଣସି ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣର ଆଶଙ୍କା ଥାଏ ତେବେ ସମ୍ପୃକ୍ତ … Read More

#OdishaFightsCorona: ନଜର ପକାନ୍ତୁ ଭୁବନେଶ୍ଵରରେ କେଉଁଠି କେତେ କରୋନା ରୋଗୀ

ଭୁବନେଶ୍ଵର, (ଓଟି): ରାଜ୍ୟ ରାଜଧାନୀ ଭୁବନେଶ୍ଵର ଏବେ ଓଡ଼ିଶାର କରୋନା ହଟ୍‌ସ୍ପଟ୍‌। ପୁଣି ଏ ଭିତରେ କିଛି ଅଞ୍ଚଳ ରହିଛି ଯେଉଁଠି ସଂକ୍ରମଣ ଯଥେଷ୍ଟ ରହିଛି। ଆସନ୍ତୁ ନଜର ପକାଇବା କେଉଁଠି କେତେ କରୋନା ପଜିଟିଭ୍‌ ରହିଛନ୍ତି। ବମିଖାଲ-୧୪ ସବୁଠାରୁ ଅଧିକ … Read More

#OdishaFightsCorona: ଭୁବନେଶ୍ଵରରେ ଆଉଜଣେ କରୋନା ରୋଗୀ, ଏଥର ମଧୁସୂଦନ ନଗର

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ଆଜି ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୭୨ ବର୍ଷ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି।  ଝାରପଡ଼ାର ଏହି … Read More

ଶ୍ଵାସ ଓ ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ଦେବେ ଘରୋଇ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ରାଜ୍ୟରେ ବଢ଼ୁଥିବା କରୋନା ସମସ୍ୟାକୁ ପ୍ରଶମିତ କରିବା ପାଇଁ ସରକାର ସମ୍ବେଦନଶୀଳ ଲୋକଙ୍କ ବାବଦରେ ତଥ୍ୟ ସଂଗ୍ରହ ଆରମ୍ଭ କରିବାକୁ ଯାଉଛନ୍ତି। ଏହିକ୍ରମରେ ସମସ୍ତ ଘରୋଇ ଓ ସରକାରୀ ହସ୍‌ପିଟାଲ୍‌କୁ ଶ୍ଵାସ ବା ଇନ୍‌ଫ୍ଲୁଏଞ୍ଜା ରୋଗୀଙ୍କ ବାବଦରେ ତଥ୍ୟ … Read More

ତବ୍‌ଲିଘି ଜମାତ୍‌ ଯାଇଥିବା 22 ଓଡ଼ିଶାରେ ଚିହ୍ନଟ: ପରୀକ୍ଷା ପାଇଁ ନିଆଗଲା ସାମ୍ପଲ୍‌

ଭୁବନେଶ୍ଵର, (ଓଟି): ଦେଶରେ କୋଭିଡ୍‌ କରୋନା ସଙ୍କଟକୁ ବଢ଼ାଇଦେଇଥିବା ଦିଲ୍ଲୀର ତବ୍‌ଲିଘି ଜମାତ୍‌ରୁ ଓଡ଼ିଶାକୁ ଅନେକ ଫେରିଛନ୍ତି। ସେମାନଙ୍କ ଭିତରୁ ୨୨ ଜଣଙ୍କୁ ପ୍ରଶାସନ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏହି ୨୦ ଜଣଙ୍କୁ ସ୍ଵତନ୍ତ୍ର ଭାବେ ରଖାଯାଇଛି ଏବଂ ସେମାନଙ୍କ … Read More