#coronaOdishaUpdates: ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୭୯
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପଶ୍ଚିମବଙ୍ଗ ସୀମାନ୍ତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ପୁଣି ୫ ଜଣ ସନ୍ଦିଗ୍ଧ କରୋନା ଭୁତାଣୁ ସଂକ୍ରମିତ ବୋଲି ସ୍ପଶ୍ଟ ହୋଇଛି। ରାଜ୍ୟ ସ୍ଵସ୍ଥେ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା ଦର୍ଶାଇଛନ୍ତି। ତେବେ ଏହି ରୋଗୀମାନେ କେଉଁଠୁ … Read More