ଲକ୍ଡାଉନ୍ରେ ଗଡ଼ିବନି ବସ୍, ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍ କଳିଙ୍ଗା ଘାଟି ଯିବ ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଲକ୍ଡାଉନ୍ -୩ ସୋମବାରଠାରୁ ଲାଗୁ ହେବ। ଏହି ସମୟରେ ଅନେକ କଟକଣାକୁ ସରକାର କୋହଳ କରିଛନ୍ତି। ଏହିକ୍ରମରେ ଗ୍ରୀନ୍ ଜୋନ୍ରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ … Read More