ଅପ୍ରସ୍ତୁତ ରାଜ୍ୟ ସରକାର: ପ୍ରବାସୀ ଫେରିଲେ ଗ୍ରାମାଞ୍ଚଳ ଅବସ୍ଥା ହେବ ସାଂଘାତିକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଉ କିଛିଦିନ ପରେ ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆଂଶିକ  କୋହଳ ସମ୍ଭାବନା ରହିଛି। କିନ୍ତୁ ଏହି ସମ୍ଭାବନା ଏବେ ସାରା ଦେଶର ସରକାରମାନଙ୍କୁ ଚିନ୍ତାରେ ପକାଇଛି। ପଞ୍ଚାୟତଠାରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏବେ ଚିନ୍ତାଗ୍ରସ୍ତ। ଏମାନେ ଯିବେ … Read More