ପ୍ରଥମ ପର୍ଯ୍ୟାୟ ନିର୍ବାଚନ: କଂଗ୍ରେସରୁ ଓଡ଼ିଶାରେ ସର୍ବାଧିକ ଧନୀ ପ୍ରାର୍ଥୀ
ଭୁବନେଶ୍ଵର, (ଓଟି): ପ୍ରଥମ ପର୍ଯ୍ୟାୟ ସଂସଦୀୟ ନିର୍ବାଚନ ପାଇଁ ଓଡ଼ିଶାରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ରାଜନେତାଙ୍କ ଭିତରେ ସବୁଠାରୁ ଅଧିକ ଧନୀକ ରହିଛନ୍ତି କଂଗ୍ରେସ ଦଳର। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ ( ଏଡିଆର୍) ପକ୍ଷରୁ ପ୍ରସ୍ତୁତ ଅନୁଶୀଳନରେ ଏହା ସ୍ପଷ୍ଟ … Read More