#OdishaFightsCorona: ଓଡ଼ିଶା ପାଇଁ କରୋନା ଆହ୍ବାନ- ଗାଁରେ ପଶିପାରନ୍ତି ୫ ଲକ୍ଷ ଓଡ଼ିଆ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସହରାଞ୍ଚଳରେ କରୋନା ସଂକ୍ରମକଣକୁ ଅବରୋଧ କରିବାରେ ସଫଳତା ପାଇଥିବା ଓଡ଼ିଶା ସରକାରଙ୍କ ପାଇଁ ଗ୍ରାମାଞ୍ଚଳ ଏକ ଆହ୍ବାନ ହୋଇ ଠିଆ ହୋଇଛି। ବିଭିନ୍ନ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ଓଡ଼ିଆ ମାନେ ଆସନ୍ତା ଦିନରେ ଫେରିବା … Read More