ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ଓ ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ଖୋଲା ଚିଠି: ‘ଉତ୍କଳ ଦିବସ’କୁ ‘ଓଡ଼ିଶା ଦିବସ’ କିଆଁ?
ଭୁବନେଶ୍ଵର, (ଓଟି): ସାରା ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା। ଆଜି ସେହି ଦିନକୁ ୮୪ ବର୍ଷ ବିତିଛି। ସ୍ଵତନ୍ତ୍ର ରାଜ୍ୟ ଭାବେ ଗଠନ ହେବା ଦିନଠାରୁ ଏହି ଦିନଟିକୁ ସ୍ମରଣୀୟ କରିବା ତଥା ଆମର ପୂର୍ବପୁରୁଷଙ୍କ … Read More