#Corona Update: ୮୫ ବର୍ଷୀୟ ମହିଳାଙ୍କ ସହ ଓଡ଼ିଶାରେ ସୁସ୍ଥ ହେଲେ ୨୭

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଜଣେ ୮୫ ବର୍ଷୀୟ ମହିଳା ଆଜି କରୋନା ଭୁତାଣୁକୁ ମାତ୍‌ ଦେଇଛନ୍ତି। ସମ୍‌  କୋଭିଡ୍‌ ହସ୍‌ପିଟାଲ୍‌ରେ ଏହି ମହିଳାଜଣକ ଚିକିତ୍ସିତ ହେଉଥିଲେ। ୧୨ ଦିନ ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବା ପରେ ସେ ଭୁତାଣୁମୁକ୍ତ ହୋଇଛନ୍ତି। ତାଙ୍କୁ … Read More

#CoronaUpdates: ରୋଗୀ ସଂଖ୍ୟା ସ୍ଥିର, ତିନିଦିନରେ ଭୁବନେଶ୍ଵରରେ ୨୫୦୦ ସାମ୍ପଲ୍‌ ପରୀକ୍ଷଣ, ବାଲେଶ୍ଵରରେ କଟକଣା

ଭୁବନେଶ୍ବର (ଓଡ଼ିଶା ଟାଇମ୍‌) : ରାଜ୍ୟରେ କରୋନା ସ୍ଥିତି ସ୍ଥିର ରହିଛି। ସମୁଦାୟ ୯୬୯୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯାଇଛି। ଏହାଦ୍ଵାରା ୬୪ଜଣଙ୍କ କ୍ଷେତ୍ରରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେମାନଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ହସ୍‌ପିଟାଲ୍‌ … Read More

#OdishaCoronaUpdates: ୧୧୯୭ ପରୀକ୍ଷା, ଜଣେ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦିନକୁ ୨୦୦ରୁ ୨୫୦ ନମୁନା ପରୀକ୍ଷଣ କରୁଥିବା ଓଡ଼ିଶା ଏବେ ଗୋଟିଏ ଦିନରେ ୧୧୯୭ କରୋନା ନମୁନା ପରୀକ୍ଷଣ କରିଛି। ଆର୍‌ଏମ୍‌ଆର୍‌ସିରେ ସ୍ଥାପନ ହୋଇଥିବା ନୂଆ କୋବାସ୍‌ ମସିନ୍‌ ଦ୍ଵାରା ଏହି ସଫଳତା ମିଳିପାରିଛି। ଆଗାମୀ ଦିନରେ … Read More