‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା: ୩୧ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ୨୦୦ କୋଟି ଟଙ୍କାର ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): ମହାମାରୀ କରୋନାକୁ ରାଜ୍ୟରେ ବିପତ୍ତି ବୋଲଇ ଘୋଷଣା କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଆଇନ ୨୦୦୫କୁ ଲାଗୁ କରିଛନ୍ତି। ଏହାଦ୍ଵାରା ରାଜ୍ୟର ଅଧିକାରୀମାନେ କରୋନାର ମୁକାବିଲା ଓ ପ୍ରତିଶେଧକ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ … Read More