ଓଡିଶା ବନ୍ଦ ଜାରି ରହିବ : ଅକ୍ଷୟ କୁମାର

ନବ ନିର୍ମାଣ କୃଷକ ସଂଗଠନ ଆସନ୍ତା କାଲି ତାହା ଓଡିଶା ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବ । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ … Read More