ସ୍ଵଳ୍ପ ସଂକ୍ରମିତ କରୋନା ଭୁତାଣୁ ରୋଗୀ ଘରେ ଏକାନ୍ତ ରହିପାରିବେ, କିନ୍ତୁ ମାନିବାକୁ ହେବ ଏହିସବୁ ନିୟମ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍) ଗୃହ ମନ୍ତ୍ରଣାଳୟ ସୋମବାରଦିନ ଏକ ଅତିରିକ୍ତ ହୋମ୍ କ୍ଵାରେଣ୍ଟାଇନ୍ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଯେଉଁମାନେ କରୋନା ଭୁତାଣୁଦ୍ଵାାରା ସ୍ଵଳ୍ପ ସଂକ୍ରମିତ ( very mild cases), ବା ଲକ୍ଷଣ ପୂର୍ବ (presymptomatic) ବୋଲି … Read More