ଦେଶର ସେନା ଓ ସୁରକ୍ଷା ବାହିନୀଙ୍କ ଗହଣରେ ପୁଅ ବାହାଘରର ଖୁସି ମନାଇଲେ ନୀତା ଓ ମୁକେଶ ଅମ୍ବାନୀ
ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନଜଣାଇ ଆଜି ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟକରୁଥିବା ସହସ୍ରାଧିକ … Read More