ପୁଲ୍ୱାମା ଶହୀଦଙ୍କୁ ସମ୍ମାନ: ୨ ମିନିଟ୍ ନୀରବ ରହିଲା ‘ନ୍ୟୁଜ୍ ୱର୍ଲଡ ଓଡ଼ିଶା’
ଭୁବନେଶ୍ଵର, (ଓଟି): ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍ୱାମାଠାରେ ଆତଙ୍କୀଙ୍କ ଆକ୍ରମଣ ହେତୁ ଶହୀହ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ଭାରତବର୍ଷ। ଭାରତୀୟ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଗଳି କନ୍ଦିରେ ଶୋଭାଯାତ୍ରା, କ୍ୟାଣ୍ଡେଲ ସମର୍ପଣ ଏବଂ ସମ୍ମାନ ସଭାସବୁ ଆୟୋଜନ ହେଉଛି। … Read More