ବିବାଦୀୟ ମାନଚିତ୍ରକୁ ନେପାଳୀ ସଂସଦର ଅନୁମୋଦନ
ନେପାଳର ଲୋୟର ସଂସଦର ପ୍ରତିନିଧୀ ଗୃହଦ୍ୱାରା ଦେଶର ନୂତନ ତଥା ବିବାଦୀୟ ମାନଚିତ୍ରରେ ଉପସ୍ଥାପିତ ହୋଇଥିବା ସାମ୍ବିଧାନିକ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଭାରତ ସହିତ ଅଘଟଣ ମଧ୍ୟରେ ନେପାଳ ଏହି ନୂତନ ମାନଚିତ୍ରରେ ଲିପୁଲେଖ, କାଲାପାନି … Read More