ଏମଫିଲ୍ ବନ୍ଦ ହେବ, କଲେଜ ଡିଗ୍ରୀ ୪ ବର୍ଷିଆ ହେବ
ନୂତନ ଶିକ୍ଷା ନୀତି ୨୦୧୯କୁ କ୍ୟାବିନେଟ୍ ଅନୁମୋଦନ କରିଛି । ୩୪ ବର୍ଷ ପରେ ଶିକ୍ଷା ନୀତିରେ ପରିବର୍ତ୍ତନ କରାଯାଇଛି । ଏହି ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଥ ପରିଷ୍କାର କରିବ ବୋଲି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି … Read More