ଦେଶରେ ତ୍ରିଭାଷୀ ଶିକ୍ଷାକୁ ଆରଏସଏସର ବିରୋଧ
ମୋଦି ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତିକୁ ଆରଏସଏସ ସମଥିର୍ତ ଭାରତୀୟ ଶିକ୍ଷକ ମଣ୍ଡଳ (ବିଏସଏମ) ସମର୍ଥନ କରିବା ସହିତ ତ୍ରିଭାଷୀ ଶିକ୍ଷାକୁ ବିରୋଧ କରିଛି। ବିଏସଏମର କହିବା ଅନୁସାରେ ତ୍ରିଭାଷୀ ଶିକ୍ଷା ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବା ସହିତ ସଂସ୍କୃତ ଶିକ୍ଷାର ବ୍ୟାପକ କ୍ଷତି … Read More