ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ନବୀନ

ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି। ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି … Read More

ରାଜ୍ୟରେ ‘ସ୍ଥିର’, କେନ୍ଦ୍ରରେ ‘ଅସ୍ଥିର’ ସରକାର କାହିଁକି ଚାହୁଁଛନ୍ତି ନବୀନ?

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଆରମ୍ଭ କଲାବେଳେ କେନ୍ଦ୍ରରେ ଖେଚୁଡ଼ି ସରକାର ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଖେଚୁଡ଼ି ସରକାରରେ ତାଙ୍କ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ ବୋଲି ସେ … Read More

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ

ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। … Read More

ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି : ନବୀନ

ନବରଙ୍ଗପୁରରେ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି। ୨୦୧୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାଁନ୍ତି। ନବରଙ୍ଗପୁରର ରାଇଘରରେ ଏକ … Read More

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଟିକଟ ଅଡୁଆ ଛିଣ୍ଡୁନଥିବାବେଳେ ବିଜେଡି ଘୋଷିତ ଆସନରେ ପ୍ରାର୍ଥୀ ବଦଳାଇବାକୁ ପଦକ୍ଷେପ ନେଇଛି। ଶୁକ୍ରବାର ଦିନ ଏହି କ୍ରମରେ କାକଟପୁର ବିଧାନସଭା ଆସନରେ ଘୋଷିତ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ଘୋଷଣା … Read More

ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ: ନବୀନ

ମହିଳା ସଶକ୍ତିକରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ । ମୋଦି ଓ ଅମିତ ଶାହାଙ୍କ ଡବଲ ଇଞ୍ଜିନ ଉପାଖ୍ୟାନକୁ ତେରଛା ବାଣ ମାରି ନବୀନ ଡବଲ ଇଞ୍ଜିନର ନୂଆ ସଂଜ୍ଞା ଦେଇଛନ୍ତି । ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ … Read More

ସନାଙ୍କ କଥାରେ ବିଜେଡି ପରିଚାଳିତ

ରାଜ୍ୟରେ ବିଜେଡି ନେତୃତ୍ୱ କିପରି ଚମ୍ପୁଆ ବିଧାୟକ ସନାତନ ମହାଖୁଡ଼ଙ୍କ କଥାରେ ଉଠବସ‍୍‌ ହୋଇଛନ୍ତି ତାହା ଆଜି ନିଜେ ସନାତନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଖରାପ ଯୋଗୁ ନିଜେ ନିର୍ବାଚନ ଲଢ଼ୁନଥିଲେ ବି ତାଙ୍କ କଥାରେ ବିଜେଡି … Read More

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!

ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି … Read More

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

ବିଧାନସଭାରେ ବିଜେଡିର ୧୧୮ ବିଧାନସଭା ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ସମସ୍ତ ୨୧ ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪୦ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ କଟିଥିବାବେଳେ ୪ଜଣ ବିଧାୟକଙ୍କ ବଦଳରେ … Read More

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

କାହିଁକି ସଂସଦରେ ଶୁଭୁନି ପୁରୀର ସ୍ୱର ଦେଶକୁ ଦରକାର ମଜବୁତ ସରକାର, ମଜବୁର ସରକାର ନୁହେଁ ଏଥର କେନ୍ଦ୍ରରେ ପୁଣି ଝୁଲା ସରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ତଥା ମୁଖପାତ୍ର ଡା. … Read More