ବିଜୟଙ୍କୁ ରୋକିବା ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ

୫୧ ପଞ୍ଚାୟତ ପାଇଁ ୧୦୨ ଜଣିଆ ଟିମ ଓଡ଼ିଶାରେ ୨୯ତାରିଖରେ ଶେଷ ହେବ ୪ଟି ପର୍ଯ୍ୟାୟର ନିର୍ବାଚନ। କିନ୍ତୁ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ନେତାମାନେ ସେମାନଙ୍କ ସରକାର ଆସୁଥିବା ଦାବି କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ … Read More

ବିଜେଡିକୁ ବହୁମତ ମିଳିସାରିଲାଣି, ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ମୋଦୀ ଅତିଥି ହୋଇ ଆସନ୍ତୁ : ନବୀନ

ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସିଧା ଟାର୍ଗେଟ କରିଛନ୍ତି। ରେମୁଣାରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ … Read More

ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି : ମୋଦୀ

ବାଲେଶ୍ୱରର ବସ୍ତାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି ଯେ,ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More

ଇଭିଏମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭାଗ୍ୟ

ଓଡ଼ିଶାବାସୀଙ୍କ ଭାଗ୍ୟବିଧାତା ଭାବେ ୧୯ ବର୍ଷ ଧରି ରହି ୫ମ ଥର ଲାଗି ଗାଦିରେ ବସିବା ପାଇଁ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭାଗ୍ୟ ହିଞ୍ଜିଳି ଏବଂ ବିଜେପୁରଠାରେ ଇଭିଏମରେ ବନ୍ଦୀ … Read More

ମୋଦୀ-ନବୀନ ଲଢ଼େଇରେ କମ୍ପୁଛି ଓଡ଼ିଶା

ସାରା ଦେଶରେ ଦଳ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି ମୋଦୀ। ନବୀନ କେବଳ ଓଡ଼ିଶା ପାଇଁ। ଓଡ଼ିଶାରେ ମୋଦୀଙ୍କୁ ପ୍ରଚାରରେ ବଡ଼ ସହାୟତା ଯୋଗାଉଛନ୍ତି ସ୍ଥାନୀୟ ନେତା। ନବୀନଙ୍କ ପାଇଁ କେହି ନାହାନ୍ତି। ମୋଦୀ କହୁଛନ୍ତି ଡବଲ ସରକାର କଥା। ନବୀନଙ୍କ … Read More

ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼!

ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକ ଅଟକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କାରକେଡ ଉପରକୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟାଠାରେ ଅଣ୍ଡାମାଡ଼ ହୋଇଥିବା ଆଲୋଚନା ହେଉଛି। ନବୀନଙ୍କ ଉପରକୁ ଅଣ୍ଡାମାଣ୍ଡ ପରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ମାର୍ଚ୍ଚ … Read More

ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌ ସ୍ଥିତି ଦେଖି ନୀବନ ଛାନିଆଁ ବିଜେପି ସହିତ ମୂଲଚାଲ ମୁଡ଼ରେ ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା? ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ … Read More

ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!

ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ? ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ … Read More

ଧର୍ମେନ୍ଦ୍ରଙ୍କ ଋଣ ସୁଝିଲେ ନବୀନ

ବିଜେପିର ଫିକ୍ସିଂ ମାଷ୍ଟର ଭାବେ ଅଭିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଣ ନବୀନ ପଟ୍ଟନାୟକ ସୁଝିବାରେ ଆଦୌ ବିଳମ୍ୱ କରିନାହାଁନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ଏବେ କହିବାରେ ଲାଗିଛନ୍ତି। ଏହି ନେତାମାନଙ୍କର କହିବା କଥା ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ପଶ୍ଚିମ … Read More