ବରଗଡ଼ରେ ଖୋଲିବ କ୍ୟାନ୍ସର ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ସର୍ବାଧିକ କ୍ୟାନ୍ସର ପଅଭାବିତ ଜିଲ୍ଲା ଭାବରେ ପରିଚିତ ବରଗଡ଼ରେ କ୍ୟାନ୍ସର ଚିକିତ୍ସା ପାଇଁ ସ୍ଵତନ୍ତ୍ର ହସ୍‌ପିଟାଲ୍‌ ଖୋଲାଯିବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ହସ୍‌ପିଟାଲ୍‌ ଖୋଲିବ ବୋଲିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମ୍ମିନଳୀରେ ପ୍ରକାଶ କରିଛନ୍ତି। ମୁଖ୍ୟ … Read More

ଅଲୋଡ଼ା ନେହରୁ: ରାଜରାସ୍ତାରୁ ନେହରୁଙ୍କ ନାଁ ଲିଭାଇ ଦେଲେ ଓଡ଼ିଶା ସରକାର

କିଏ କହୁ ବା ନକହୁ, ଗଭୀର ସମୁଦ୍ରଗର୍ଭର ସ୍ରୋତ ଭଳି ଓଡ଼ିଶାରେ ବିଜେଡି ନେତୃତ୍ଵାଧୀନ ସରକାର ବିଜେପିର ଆଦର୍ଶରେ ଠେଲି ହୋଇ ଚାଲିଛି। ସେ ଜିଏସ୍‌ଟି ହେଉ ବା ବିମୁଦ୍ରାକରଣ ଅଥବା ପୁଣି ନାଗରିକତ୍ଵ ସଂଶୋଧନ ଆଇନ ସବୁଥିରେ ସମର୍ଥନ କରିବା ପରେ ଏବେ ଦେଶର ଇତିହାସରୁ ପଣ୍ଡିତ ନେହରୁଙ୍କ ଗରିମାକୁ ଗୌଣ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେଥିରେ ନିଜକୁ ଏକ ପକ୍ଷ ଭାବେ ଉପସ୍ଥାପିତ କରିଛନ୍ତି ଓଡ଼ିଶା ସରକାର। 

ସ୍ଥିତି ସାଂଘାତିକ: ବିଜୁଳି, ଟେଲିଫୋନ୍‌ ସଂଯୋଗ କେବେ ହେବ ଆକଳନ କରିପାରୁନି ପ୍ରଶାସନ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ବାତ୍ୟା ‘ଫୋନି’ର ସମୀକ୍ଷା କରିଛନ୍ତି। ହେଲେ ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ନିର୍ଦିଷ୍ଟ ତଥ୍ୟ ମିଳି ନାହିଁ। ସବୁଠାରୁ ସାଂଘାତିକ ଭାବେ ବିର୍ଯ୍ୟୟ ସମ୍ମୁଖୀନ ହୋଇଥିବା ପୁରୀ ସହର ଓ … Read More

ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଫେଲ୍‌ ମାରିଛି: ନବୀନ

କଡ଼ା ଭାଷାରେ ମୋଦିଙ୍କ ‘ଡବଲ୍‌ ଇଞ୍ଜିନ୍‌’ ଚିନ୍ତାକୁ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମଧ୍‌ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବରେ ଡବଲ୍‌ ଇଞ୍ଜିନ୍‌ ସରକାର ଥିଲା। କିନ୍ତୁ ତାହାର ଲୋକେ ସୁଫଳ ପାଇଲେ ନାହିଁ। ଏଣୁ ଯେତେବେଳେ … Read More

ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ କୃଷ୍ଣଚନ୍ଦ୍ର ପଣ୍ଡା

ଭୁବନେଶ୍ଵର, (ଓଟି): ପୁରୀ ବିଧାନସଭା ଆସନରୁ ପୂର୍ବତନ ବିଜେପି ପ୍ରାର୍ଥୀ ତଥା ଟିକେଟ୍‌ ନପାଇବାରୁ ଅସନ୍ତୁଷ୍ଟ ଥିବା କୃଷ୍ଣଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ସାମିଲ୍‌ ହୋଇଛନ୍ତି। ନବୀନ ନିବାସଠାରେ ପୁରୀ ସାଂସଦ ତଥା ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ କୃଷ୍ଣଚନ୍ଦ୍ର … Read More

ବିଜେଡିର ୩୩% ସଂରକ୍ଷଣ ନୀତି: କେଉଁ ଆସନରୁ ମହିଳାଙ୍କ ପାଇଁ ରହିଛି ସମ୍ଭାବନା, ନଜର ପକାନ୍ତୁ

ଲୋକସଭା ପାଇଁ ଓଡ଼ିଶାର ୩୩ ପ୍ରତିଶତ ଆସନରେ ଶାସକ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ଵାରା ରାଜ୍ୟରେ ଏକ ନୂତନ ରାଜନୀତିକ ସମୀକରଣ ସୃଷ୍ଟି ହେଉଛି। ଅନେକ ଆଶା ଆଉ ଆଶଙ୍କା … Read More

ଏବେ କାଳିଆ ବୃତ୍ତି: ଚାଷୀ ପରିବାରର ପିଲାଙ୍କୁ ସରକାରୀ କଲେଜରେ ମାଗଣା ବୃତ୍ତିଗତ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ‘ମୁଁ ଚାହେଁ ଆପଣମାନଙ୍କ ପିଲା ଡାକ୍ତର, ଇଞ୍ଜିନିୟର, ଆଇନିଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ। ସେଥିପାଇଁ ମୁଁ କାଳିଆ ଛାତ୍ରବୃତ୍ତି ଘୋଷଣା କରୁଛି। ଏଣୁ ଆପଣ ପିଲାଙ୍କୁ ପାଠ ପଢ଼ାନ୍ତୁ, ଉଚ୍ଚଶିକ୍ଷା ବାବଦ ଖର୍ଚ ସରକାରଙ୍କର’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ … Read More