ରାଜ୍ୟ ପାଇଁ ଆଗକୁ କ’ଣ ରହିଛି ଆଶଙ୍କା, କେମିତି ହେବା ପ୍ରସ୍ତୁତ- ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଏ ବବାଦରେ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଗକୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ବିଶେଷକରି ପ୍ରବାସୀ ଶ୍ରମଜୀବୀମାନେ ରାଜ୍ୟ ଭିତରକୁ ପ୍ରବେଶ କରିବା ଦ୍ଵାରା ଏହି ଆଶଙ୍କା ବଢ଼ିବ। କାରଣ ଏହି ଶ୍ରମଜୀବୀମାନେ ଭାରତର ବିଭିନ୍ନ କରୋନା ବହୁଳ ପ୍ରଭାବିତ ରାଜ୍ୟରୁ ଫେରୁଛନ୍ତି। … Read More