ଓଡ଼ିଶା ବନ୍ଦ: ବିଭିନ୍ନ ସ୍ଥାନରେ ପ୍ରଭାବ

ଭୁବନେଶ୍ଵର, (ଓଟି): ନବ ନିର୍ମାଣ କୃଷକ ସମିତି ଡାକରାରେ ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଚାଷୀ ଓ ଚାଷୀ ସଂଗଠନର କର୍ମକର୍ତ୍ତାମାନେ ରାଜରାସ୍ତା ଅବରୋଧ କରିଥିବା ଦେଖାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ପୁଲିସ … Read More