ପାକ୍ ପିଏମ୍ ଇମ୍ରାନଙ୍କୁ #କରୋନା!
ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ବିଶ୍ଵର ସମସ୍ତ ଦେଶ ପାଇଁ ଆତଙ୍କର କାରଣ ପାଲଟିଛି। ମାରାତ୍ମକ ଭୂତାଣୁ କବଳରେ କେତେବେଳେ କିଏ କବଳିତ ହେଉଛନ୍ତି ତାହାର କୌଣସି ଆକଳନ କେହି କରିପାରୁନାହାନ୍ତି। ଏହିକ୍ରମରେ ପାକିସ୍ତାନ ମଧ୍ୟ ଘୋର ବିପଦରେ ପଡ଼ିଛି। ସେଠାକାର ପ୍ରଧାନମନ୍ତ୍ରୀ … Read More