କପାଳରେ ଅଛି କି କଳା ଜାଇ? ଜାଣନ୍ତୁ ଏହାର ପ୍ରଭାବ

ଜ୍ୟୋତିଶାସ୍ତ୍ର ଅନୁଯାୟୀ ଶରୀରର କଳାଜାଇ ସହିତ ଆମର ଭାଗ୍ୟ ଓ ବ୍ୟକ୍ତିତ୍ୱର ଗଭୀର ସମ୍ପର୍କ ରହିଛି । କଳାଜାଇର ସ୍ଥାନ ଅନୁଯାୟୀ ବ୍ୟକ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଯଦି କଳାଜାଇ ନାକରେ ଥାଏ, ତେବେ ବ୍ୟକ୍ତି ଜଣକ ଖୁବ୍ କଳିକଜିଆ ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଏ ।