ମୁଖ୍ୟମନ୍ତ୍ରୀଙ୍କ #corona ଅପିଲ୍: ବାହାରକୁ ଯାଅନି; ଶପଥ ନିଅ, ଦୁଆରେ ଲଟ୍କାଅ, ଭିଡିଓ କରି ମୋତେ ପଠାଅ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ହାତଯୋଡ଼ି ଅପିଲ୍ କରିଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ରିଲିଜ୍ କରିଛନ୍ତି। ଏଥିରେ ସେ ଓଡ଼ିଶା ବାସୀଙ୍କୁ ବାପା, ମା, ଛୁଆ ବା ପରିବାର ନାଁରେ ଶପଥ ନେବାକୁ … Read More