ମୋଦି୨.୦: ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ପେନ୍ସନ୍
ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ମଭିତରୁ ଗୁରୁତ୍ଵପୂଣ୍ଣ ହେଉଛି ଚାଷୀଙ୍କୁ ପେନ୍ସନ୍। ଏଣିକି ଆଗ୍ରହୀ ଚାଷୀଙ୍କୁ ୬୦ ବର୍ଷ ପହଞ୍ଚିବା ପରେ ମାସିକ ୩ହଜାର ଟଙ୍କା ପେନ୍ସନ୍ ରାଶି ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More