ଆକ୍ରାମକ ନୁହେଁ ରକ୍ଷାତ୍ମକ ମୁଦ୍ରାରେ ମୋଦି

୨୦୧୯ ସାଧାରଣ ନିର୍ବାଚନର ବିଗୁଲ ବାଜିଗଲାଣି। ସବୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡିକ ପ୍ରତକ୍ଷ ଓ ପରୋକ୍ଷ ଲଢେଇ ପାଇଁ ମଇଦାନକୁ ଓହ୍ଲାଇ ଗଲେଣି। ବିଭିନ୍ନ ଦୃଷ୍ଟିରୁ ଏହି ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବାକୁ ଯାଉଥିବା ବେଳେ ସବୁ ରାଜନୈତିକ ସମୀକ୍ଷକଙ୍କ … Read More

କେନ୍ଦ୍ରୀୟ ନେତାଙ୍କ ଯୋଗୁଁ ରାଜ୍ୟରେ ଦୁର୍ବଳ ହେଉଛି ବିଜେପି

ଆଗାମୀ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟକୁ ବିଜେପିର ତୁଙ୍ଗ ନେତାମାନଙ୍କର ଗସ୍ତ କାର୍ଯ୍ୟକ୍ରମ ସେତିକି ବୃଦ୍ଧିପାଇବାରେ ଲାଗିଛି। ମାତ୍ର ୧୨ଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାକୁ ୨ଥର ଆସି ସାରିଥିଲାବେଳେ ଆଗାମୀ ୧୫ତାରିଖରେ ପୁଣି ଆସୁଛନ୍ତି। ପ୍ରଧାନମନ୍ତ୍ରୀ … Read More

ବିଜେପିକୁ ମିଳୁନାହାନ୍ତି ସହଯୋଗୀ : ୪ବର୍ଷରେ ଛାଡ଼ିଛନ୍ତି ୧୬ ସହଯୋଗୀ

ଆଗାମୀ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ନେତୃତ୍ୱାଧିନ ଏନଡ଼ିଏ ସେତିକି ଦୁର୍ବଳ ହୋଇଚାଲିଛି। କାରଣ ୨୦୧୪ ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ୧୬ଟି ସହଯୋଗୀ ଦଳ ଅସନ୍ତୁଷ୍ଟ ହୋଇ ଏନଡ଼ିଏ ଛାଡ଼ିସାରିଛନ୍ତି। ଆହୁରୀ ୫ଟି ସହଯୋଗୀ ଦଳ … Read More

ପୁଣି ହୋଇପାରେ ବଡ଼ ଘୋଷଣା : ବିପିଏଲ ପରିବାରକୁ ମାସିକୁ ମିଳିବ ୨୫୦୦ ଟଙ୍କା

ଭୁବନେଶ୍ୱର(ଓଟି): ନିର୍ବାଚନ ପୂର୍ବରୁ ନିଜ ସପକ୍ଷରେ ପରିବେଶ ବନାଇବା ପାଇଁ ଏକାଧିକ ବଡ଼ ଫଇସଲା ଶୁଣାଇବାର ମୁଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଛନ୍ତି। ସାଧାରଣବର୍ଗର ଆର୍ଥିକ ପଛୁଆ ଲୋକଙ୍କ ଲାଗି ୧୦ପ୍ରତିଶତ ସଂରକ୍ଷଣ ପାଇଁ ସମ୍ୱିଧାନ ସଂଶୋଧନ ବିଲ ଆଗତ … Read More

ମୋଦିଙ୍କ କୋଟାକୁ ଗଡ଼କରୀଙ୍କ କଟାକ୍ଷ

‘ବିନା ଆରକ୍ଷଣରେ ଇନ୍ଦିରା ଗାନ୍ଧି ନିଜ କ୍ଷମତା ପ୍ରମାଣିତ କରିଥିଲେ’ ଭୁବନେଶ୍ୱର,(ଓଟି): ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହେବା ପାଇଁ ମୋଦି ସରକାର ଗରିବ ସବର୍ଣ୍ଣମାନଙ୍କ ପାଇଁ ଯେଉଁ ଆରକ୍ଷଣ ପ୍ରସ୍ତାବ କରିଛନ୍ତି ତାହାକୁ ୨୪ ଘଣ୍ଟା ନପୁରୁଣୁ ସରକାରଙ୍କ ବରିଷ୍ଠ … Read More

ଯୋଜନାର ଲମ୍ୱା ଧାଡ଼ି ପରେ ବି ମୋଦି ସରକାର ଉପରେ ମତଦାତା କାହିଁକି ଅସନ୍ତୁଷ୍ଟ?

ଭୁବନେଶ୍ୱର,(ଓଟି): ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ପରାଜୟ ପରେ ମୋଦି ସରକାର ଖୁବ‍୍‌ ଶୀଘ୍ର କୃଷିଋଣ ଛାଡ଼ ସହିତ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରର ଉନ୍ନତି ପାଇଁ କେତେକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଏହିସବୁ ରାଜ୍ୟରେ ଗ୍ରାମାଞ୍ଚଳ … Read More

ଭୋଟ ଚିନ୍ତା:ଗରିବ ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର,(ଓଟି): ଆଗାମୀ ନିର୍ବାଚନରେ ବହୁମତ ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି। ସବର୍ଣ୍ଣ ଗରିବମାନଙ୍କ ପାଇଁ ସବୁ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି … Read More

୧୬ ପରିବର୍ତ୍ତେ ୧୫ରେ ବଲାଙ୍ଗୀର ଆସିବେ ମୋଦି

ଭୁବନେଶ୍ଵର, (ଓଟି): ଜାନୁଆରୀ ୧୬ ତାରିଖ ନୁହେଁ, ୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ … Read More

ମୋଦିଙ୍କ ପ୍ରଶ୍ନର ଉତ୍ତର ଦେଲେ ନବୀନ

ଭୁବନେଶ୍ୱର,(ଓଟି): ଗତ ଡିସେମ୍ବର ୨୪ ତାରିଖରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନଥିବା ନେଇ କରିଥିବା ଆକ୍ଷେପର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୨୦୧୪ ଏପ୍ରିଲ ମାସରୁ ୨୦୧୮ … Read More

ରାଜଧାନୀରେ ବୁଲନି, ଗାଁ ସହ ଯୋଡି ହୁଅ

ଭୁବନେଶ୍ୱର,(ଓଟି):  ଆଗକୁ ନିର୍ବାଚନ, ଭୁବନେଶ୍ବରରେ ବୁଲନି, ଗାଁକୁ ଯାଅ ଲୋକଙ୍କ ସହ ଯୋଡି ହୁଅ ଏବଂ ବୁଥ କମିଟି ଗଠନ ପ୍ରକ୍ରିୟା ଶୀଘ୍ର ଶେଷ କର । ଏବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ନେତା, … Read More