ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ

ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରୁ ବାହାର ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍‌ ବାହାଦୁର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା … Read More

ବାରଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ମନବଳାଇଛନ୍ତି । ଦଳ ଚାହିଁଲେ ସେ ନିର୍ବାଚନ ଲଢ଼ିବେ ବୋଲି ଗତକାଲି କହିଥିବା ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ … Read More

ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଅଭିଭାଷଣକୁ ତର୍ଜମା କରୁଛନ୍ତି ନିର୍ବାଚନ କମିଶନ

ଏ-ସାଟ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯେପରି ଢ଼ଙ୍ଗରେ ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି, ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି ନା ନାହିଁ, ଏବେ ତାହାର ତର୍ଜମା ସବୁ … Read More

ମୋଦିଙ୍କ ପରେ କିଏ?

ଅମିତ୍ ଶାହଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପିନିଜକୁ ଜନତାଙ୍କ ନେତା ବୋଲି ପ୍ରମାଣ କରିବାକୁ ଲୋକସଭା ନିର୍ବାଚନରେ ଶାହ ଗତ ସପ୍ତାହରେ ବିଜେପିର ପ୍ରାର୍ଥୀ ତାଲିକାରେ ଗାନ୍ଧୀ ନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ନାମ ଘୋଷଣା କରି ବିଜେପି … Read More

ମୋଦୀଙ୍କୁ ନେଇ ସଟ୍ଟା ବଜାର ଉତ୍ସାହିତ

ନିର୍ବାଚନ ତାରିଖ ଘୋଷଣା ପରେ ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୁଅନ୍ତି। ନିର୍ବାଚନୀ ଖବର ଦେବା ସକାଶେ ମିଡିଆ ବି ଚଳଚଞ୍ଚଳ ମଧ୍ୟ ହୋଇଯାଏ। ତାରିଖ ଘୋଷଣା ପରେ ପରେ ଜନମତ ସର୍ଭେ ଆସିବା ଏକ ପରମ୍ପରା ହୋଇସାରିଛି। ତେଣୁ ରବିବାର … Read More

କଂଗ୍ରେସକୁ ଅଡ଼ୁଆ ଆତଙ୍କବାଦ ଓ ରାଷ୍ଟ୍ରୀୟତା

ଯେପରି କ୍ରିକେଟ ଖେଳରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ବିଶାଳ ସ୍କୋରକୁ ପରେ ବ୍ୟାଟିଂ କରୁଥିବା ଦଳ ଶେଷ ଓଭର ବେଳକୁ ବିପଦରେ ପଡ଼ିଯାଇଥାଏ। ଠିକ୍ ସେହିଭଳି ଚଳିତ ନିର୍ବାଚନରେ ଶାସକ ବିଜେପିକୁ ହରାଇବା ପାଇଁ ଚେଷ୍ଠା କଂଗ୍ରେସ ନେତୃତ୍ୱାଧିନ ବିରୋଧି … Read More

ମୋଦିଙ୍କୁ ବିପଦ ୫ରାଜ୍ୟ

ନରେନ୍ଦ୍ର ମୋଦି ପୁଣି ଥରେ ପ୍ରାନମନ୍ତ୍ରୀ ହେବାରେ ୫ଟି ରାଜ୍ୟ ବାଧକ ସାଜିବାକୁ ଯାଉଛନ୍ତି। ଏକଥାକୁ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଓ ବିରୋଧି ଦଳର ସମସ୍ତ ନେତାମାନେ ଭଲ ଭାବରେ ଜାଣିଛନ୍ତି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ … Read More

୩୦ ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ମୋଦିଙ୍କ ପ୍ରଚାର କରିବେ

ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ଆଇଆଇଟି ସମେତ ଭାରତର ୧୫ଟି ସହରରେ ଥିବା ୩୦ଟି ବିଶ୍ୱବିଦ୍ୟାଳୟର ୩୦୦ ଅଧ୍ୟାପକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାସୀନ କରାଇବା ପାଇଁ ପ୍ରଚାର କରିବା ଉଦ୍ଦେଶ୍ୟରେ ଏକତ୍ରିତ ହୋଇଛନ୍ତି। ଏହି ଅଧ୍ୟାପକମାନେ … Read More

ମୋଦିଙ୍କୁ ଝୁଲା ଉପହାର ଦେବ କଂଗ୍ରେସ

ସାଧାରଣ ନିର୍ବାଚନ ଯେତିକି ପାଖେଇ ପ୍ରତିପକ୍ଷ ଦଳକୁ ମତଦାତାଙ୍କ ଆଗରେ ସେତିକି ଅକର୍ମା ବୋଲେି ପ୍ରମାଣିତ କରିବାକୁ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଏଭଳି ଦଳପକ୍ଷରୁ ଏବେ ଯୁବକଂଗ୍ରେସ କରିବାକୁ ଯାଉଛି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇ … Read More

ବିଜେପିର ଏକ୍ସପାଏରୀ ଡେଟ୍ ସମାପ୍ତ:ମମତା

ମୋଦି ସରକାରଙ୍କ ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଛି ବୋଲି କୋଲକାତାରେ ବିରୋଧୀଙ୍କ ରାଲିରେ ବିଜେପି ଓ ପିଏମ ମୋଦୀଙ୍କ ବିରୋଧରେ ହମଲା କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ … Read More