ଓଡ଼ିଶାଟାଇମ୍‌ ଡଟ୍‌କମ୍‌କୁ ଚଳିତ ମାସରେ୧୦ ଲକ୍ଷରୁ ଅଧିକ ପେଜ୍‌ ଭିଜିଟ୍‌, ଆମେ କୃତଜ୍ଞ

ଆମେ ଆଜି ଆପଣଙ୍କ ପାଖରେ କୃତଜ୍ଞ। ଏହା ଆପଣଙ୍କ ସଦିଚ୍ଛା ଓ ଆମକୁ ଖୋଜିବାର ଆଗ୍ରହ ପାଇଁ; ଆପଣଙ୍କ ବିଶ୍ଵାସ ଓ ଭରସା ପାଇଁ। ନହେଲେ ଗୋଟିଏ ମାସରେ ୧୦ ଲକ୍ଷ ପେଜ୍‌ ଭିଜିଟ୍‌ ହାସଲର ସ୍ଵପ୍ନ କ’ଣ ସାକାର ହୋଇଥାଆନ୍ତା! … Read More