ମୋଦିଙ୍କ ଦ୍ଵିତୀୟ ଶାସନ: କିଏ ହେବ ମନ୍ତ୍ରୀ ସେ ନେଇ ତୁହାକୁ ତୁହାର ବୈଠକ
ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ତଥା ଶାସନ ଆସନ୍ତା କାଲି ଗୁରୁବାରଠୁ ଆରମ୍ଭ ହେବ। ଏନେଇ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ହେଲେ କିଏ ହେବେ ମନ୍ତ୍ରୀ, କାହାକୁ ମିଳିବ କେଉଁ ପଦବୀ ସେ ନେଇ ଚାଲିଛି ତୁହାକୁ ତୁହା … Read More