ରାଜସ୍ୱ ଆଦାୟ ଲକ୍ଷ୍ୟ ବିଫଳ ହେବ : ଖଣି ନିଲାମରେ ଅଂଶ ଗ୍ରହଣ କରିବାକୁ ଶିଳ୍ପସଂସ୍ଥା ଅନାଗ୍ରହୀ

ଭୁବନେଶ୍ଵର, (ଓଟି): ଖଣି ନିଲାମ ପ୍ରକ୍ରିୟାରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ବଡ଼ ସଫଳତା ପାଇବେ ବୋଲି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ସଫଳ ହୋଇପାରିବେ ନାହିଁ । କାରଣ ଲୁହା ପଥର ଖଣି ଉପରେ ସମସ୍ତଙ୍କ ନଜର ଥିବାବେଳେ … Read More