ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ଆଶଙ୍କା: ମଣିଷର ସହଚର ହୋଇପାରେ କରୋନା ଭୁତାଣୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁର ବିନାଶ ନ ହୋଇପାରେ। ଏହା ମଣିଷ ସହ ସବୁଦିନ ରହିପାରେ। ଏଣୁ ଏଥିଲାଗି ବିଶ୍ଵର ପ୍ରତିଟି ଦେଶ ସତର୍କ ରହି ଆବଶ୍ୟକ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି। … Read More