ଆମେରିକାର ସାଂସଦ ମିଚ୍ ମାକୋନେଲଙ୍କ ଅଭିଯୋଗ- ଭାରତୀୟ ଅଞ୍ଚଳକୁ ଦଖଲ କରିବାକୁ ଲଦାଖରେ ପିଏଲଏର ହିଂସାତ୍ମକ ସଂଘର୍ଷ
ମିଚ୍ ମାକୋନେଲ କହିଛନ୍ତି ଯେ ବିଶ୍ୱ ମାନଚିତ୍ରକୁ ପୁନଃ ଚିତ୍ର କରି ଚୀନ୍ ଆନ୍ତର୍ଜାତୀକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛି ବୋଲି ଏକ ସ୍ପଷ୍ଟ ଉଦାହରଣ । ଲଦାଖରେ ହିଂସାତ୍ମକ ସଂଘର୍ଷରେ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ଭାରତ କ୍ରମାଗତ ଭାବରେ ଆମେରିକାର … Read More