ପୁଲ୍ୱାମା ଆତଙ୍କୀ ଆକ୍ରମଣ: ଦୋମୁହାଁ ନୀତିରେ ପୂର୍ଣ୍ଣଚ୍ଛେଦ
ଜମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆର୍ପିଏଫ୍ ଯବାନ ସହିଦ ଘଟଣା ଦେଶରେ ବେଶ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସାରା ଦେଶରେ ପଡ଼ିଶା ଦେଶ ପାକିସ୍ଥାନ ପ୍ରତି ଘୃଣା ଓ କ୍ରୋଧ ବଢିବାରେ ଲାଗିଛି । ଏମିତି … Read More