ପରୀକ୍ଷା କେନ୍ଦ୍ର ଜଗି ପାରୁନି; ଅପାରଗ ପୁଲିସ ବୁଥ କଣ ଜଗିବ

ମାଟ୍ରିକ ପ୍ରଶ୍ନପତ୍ର ପୁଣି ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବା ଓଡିଶା ପୁଲିସର ପାରିବା ପଣିଆ ଉପରେ … Read More

ପୁଣି ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ !

ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଜି ଇଂରାଜୀ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବଲାଙ୍ଗିରରେ ଇଂରାଜୀ ପ୍ରଶ୍ନପତ୍ର ‘ସେଟ୍‌ଏ’ ର ପ୍ରଶ୍ନ ମୋବାଇଲରୁ ମୋବାଇଲ ଏବେ ଘୁରି … Read More