ପ୍ରଖ୍ୟାତ ଫିଲ୍ମ ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ଵର, (ଓଟି): ଓଡ଼ିଶା ଫିଲ୍ମ ନିର୍ମାଣ ଦୁନିଆର ଆଉ ଜଣେ ପ୍ରତିଭା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଛି। ଦିର୍ଘଦିନ ହେଲା ସେ ଅସୁସ୍ଥ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା।  ସମାନ୍ତରାଳ ସିନେମା ତିଆରିରେ ଏକ ନୂଆ … Read More