ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ୫ ଲକ୍ଷ କରୋନା ମାମଲା : ସିସୋଦିଆ
ଦିଲ୍ଲୀରେ କରୋନା ଭାଇରସର ଭବିଷ୍ୟତ ଚିତ୍ର ଭୟଙ୍କର ହେବାକୁ ଯାଉଛି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନୁଯାୟୀ, ଜୁଲାଇManish Sishodia ୩୧ ସୁଦ୍ଧା ଦିଲ୍ଲୀରେ ସାଢେ ପାଞ୍ଚ ଲକ୍ଷ ମାମଲା ହୋଇପାରେ । ବର୍ତ୍ତମାନ ଦିଲ୍ଲୀରେ ୧୨.୬ ଦିନରେ … Read More