ସଶକ୍ତ ଓଡ଼ିଶା ଗଠନ ପାଇଁ, ବିଜେଡିର ଇସ୍ତାହାରକୁ ଗ୍ରହଣ କଲେ ଓଡ଼ିଶା ସରକାର
ଭୁବନେଶ୍ଵର, (ଓଟି): ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ୫ମ ଥର ପାଇଁ ଗଠିତ ଓଡ଼ିଶା ସରକାର ବିଜେଡିର ନିର୍ବାଚନ ପ୍ରତିଶ୍ରୁତିକୁ ନିଜର କାର୍ଯ୍ୟଧାରା ଭାବେ ବିଧିବଦ୍ଧ ଗ୍ରହଣ କରିଛନ୍ତି। ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଏହି ଇସ୍ତାହାରରେ ଦିଆଯାଇଥିବା ପ୍ରତିଟି ପ୍ରତିଶୃତିକୁ … Read More