ରୋଷେଇ ଗ୍ୟାସ୍ ଦର କମିଲା: ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ଦାମ୍ ୪୯୪.୩୫ ଟଙ୍କା
ଭୁବନେଶ୍ଵର, (ଓଟି): ବଜେଟ୍ର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏଲ୍ପିଜି ସିଲିଣ୍ଡର ଦାମ୍ରେ ହ୍ରାସ ଘୋଷଣା କରିଛନ୍ତି। ଏହି ହଆସ ପରିମାଣ ଅଣ ରିଆତି ସିଲିଣ୍ଡର ପିଛା ୧୦୦ଟଙ୍କା ୫୦ ପଇସା ରହିବ। ଅନୁରୂପ ଭାବେ … Read More