ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୯ ଯାଏ ବର୍ଷା, ଝଡ଼

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଆସନ୍ତା ୧୬ ତାରିଖରୁ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଓ ଝଡ଼ ଆଶଙ୍କା କରାଯାଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବଳୟ କ୍ରମଶଃ ଘନୀଭୂତ ହେଉଥିବାରୁ ଏହି ଆଶଙ୍କା ପ୍ରକାଶ କରିଛନ୍ତି ସୋଆ ବିଶ୍ଵବିଦ୍ୟାଳୟର ପାଣିପାଗ … Read More