୭ରୁ ୫ବିଜେଡି ମହିଳା ଲୋକସଭା ପ୍ରାର୍ଥୀ ବିଜୟୀ
ନିର୍ବାଚନ ପୂର୍ବରୁ ନବୀନ ଯେଉଁ ମହିଳା କାର୍ଡ ଖେଳିଥିଲେ, ତା’ର ସୁଫଳ ବିଜେଡିକୁ ମିଳିଛି। ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଅଭିଯାନ ଚଳାଇ ପ୍ରଶଂସାର ପାତ୍ର ହୋଇଥିବା ନବୀନ, ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରି ସାରାଦେଶରେ ଉଦାହରଣ ପାଲଟିଥିଲେ। … Read More